Videos

Shocking News: ବିଦ୍ୟୁତ ସଂସ୍ପର୍ସରେ ଆସି ପ୍ରାଣ ହରାଇଲେ ୨ ବର୍ଷର ଶିଶୁ ପୁତ୍ର, ଦେଖନ୍ତୁ ଏହି ଭିଡିଓ..

Shocking News: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାଂଶପାଳ ବଜାରରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ ସଂସ୍ପର୍ସରେ ଆସି ସ୍ଥାନୀୟ ବାଂଶପାଳ ବଜାରର ସୌମ୍ୟ ରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ (୨୩) ଏବଂ ୨ ବର୍ଷ ର ଶିଶୁ ପୁତ୍ର (ସୁଭ୍ରଜିତ ବେହେରା) ଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଶାନ୍ତି ଲତା ବେହେରାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।

Video Thumbnail
Share
Advertisement
Read More