Videos

King Cobra Video: କ୍ଲାସ୍ ରୁମରୁ ଉଦ୍ଧାର ହେଲା ୨୦ ଫୁଟର ଅହିରାଜ, ଦେଖନ୍ତୁ ଏହି ଭିଡିଓ

Gajapati King Cobra Video: ଗଜପତି ଜିଲ୍ଲାର ରାୟଗଡ଼ରେ ଏକ ସ୍କୁଲ ଶ୍ରେଣୀଗୃହ ୨୦ ଫୁଟ ଲମ୍ବା ଅହିରାଜ ଦଦେଖାଯାଇଥିଲା। ସାପଟି ଦେଖିବା ପରେ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଯେଉଁମାନେ ତୁରନ୍ତ ସ୍ଥାନୀୟ ସ୍ନେକ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରିଥିଲେ। ଏହାକୁ ଉଦ୍ଧାର କରାଯାଇଛି।

Video Thumbnail
Share
Advertisement
Read More