Videos

Weather Report: ବଢିବ ଖରା, ତାତି ହେବ ଅସମ୍ଭାଳ...ଆସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ

Weather Report: ସକାଳୁ ସକାଳୁ ଜାଳିଲାଣି ଖରା। ସକାଳ ସାଢ଼େ ୮ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୩୪. ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ତାତି ଅଛି ୩୪. ୪ ଡିଗ୍ରୀ। ଭୁବନେଶ୍ଵରରେ ୩୨ ଥିବା ବେଳେ ବାଲେଶ୍ଵରରେ ୩୧, ଚାନ୍ଦବାଲିରେ ୩୧.୪ ଓ ପୁରୀରେ ୩୧ ରହିଛି। ସକାଳୁ ହିଁ ପ୍ରବଳ ଗରମ ହେଲାଣି। ଗତକାଲି 45.4 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗଡା । ରାଜ୍ୟରେ ୨ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ତାତି ଅସମ୍ଭାଳ ହେବ କୁହାଯାଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More