Viral Video: ଭାଇରାଲ ଭିଡିଓରେ ଜଣେ ଯୁବତୀ ନିଜ ବାପାଙ୍କୁ ସ୍ୱାମୀ ବୋଲି ପରିଚୟ ଦେଇ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ବିବାହ କରିଥିବା ଦାବି କରିଛନ୍ତି। ଏହି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି, ଯେଉଁଥିରେ ପିତା-ଝିଅ ଏବଂ ଭାଇ-ଭଉଣୀ ଙ୍କ ସମ୍ପର୍କ ଭଳି ପବିତ୍ର ବନ୍ଧନକୁ ନେଇ ଥିବା ସାମାଜିକ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି। ଆଉ ସବୁଠାରୁ ବଡ କଥା ହେଲା ଏହି ଭିଡିଓ ଭାଇରାଲ ପରେ ଯୁବତୀଙ୍କ କଥା ଶୁଣି ୟୁଜର୍ସ ମାନେ ବହୁତ ଖରାପ ଖରାପ ପ୍ରତିକ୍ରିୟା ଦେଇଛନ୍ତି।
More Videos
More Videos
More Videos
More Videos
More Videos