Videos

Weather Report: ୨୮ ତାରିଖ ଯାଏ ଗ୍ରୀଷ୍ମଲହରୀରୁ ନାହିଁ ଆଶ୍ବସ୍ତି, ସମ୍ବଲପୁର ଓ ବଲାଙ୍ଗୀରରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Weather Report: ତାତିରୁ ମିଳୁନି ତ୍ରାହି । ପ୍ରବଳ ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ପଶ୍ଚିମ ଓଡ଼ିଶାରେ ସ୍ଥିତି ସଙ୍ଗୀନ । ୨୮ ତାରିଖ ଯାଏ ଗ୍ରୀଷ୍ମଲହରୀରୁ ନାହିଁ ଆଶ୍ବସ୍ତି । ଆଜି ହିଟ ୱେଭ ପାଇଁ ୨ଜିଲ୍ଲା ବଲାଙ୍ଗୀର ଓ ସମ୍ବଲପୁର ଏବଂ ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ଓ ବଲାଙ୍ଗୀରରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଗ୍ରୀଷ୍ମଲହରୀ ପାଇଁ ୬ ଜିଲ୍ଲା ଓ ଗରମ ଏବଂ ଗୁଳୁଗୁଳି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଗାମୀ ୨ରୁ ୩ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୨୭ ତାରିଖକୁ କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

Video Thumbnail
Share
Advertisement
Read More