Videos

Weather Report: ୨୭, ୨୮ ତାରିଖ ବେଳକୁ ଦିନରେ ତାପମାତ୍ରା ବୃଦ୍ଧି, ୧ରୁ ତାତି ବଢିବା ସମ୍ଭାବନା

Odisha Weather: ଆସନ୍ତାକାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗର ସୂଚନା। ସେପଟେ, ଆସନ୍ତା ୨୭, ୨୮ ତାରିଖ ବେଳକୁ ଦିନ ତାପମାତ୍ରା ସାମାନ୍ୟ ବଢିପାରେ। ମାର୍ଚ୍ଚ ୧ରୁ ତାତି ବଢିପାରେ। ୧ ତାରିଖ ବେଳକୁ ଆଭୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୩୭ କିମ୍ବା ୩୮ ଡିଗ୍ରୀ ସେଲସିୟସ ଛୁଇଁପାରେ । ଜାଣନ୍ତୁ ଆସନ୍ତାକାଲି ର ପୂରା ପାଣିପାଗ ରିପୋର୍ଟ...

Video Thumbnail
Share
Advertisement
Read More