Weather Report: ରାଜ୍ୟରେ ଉପରମୁହାଁ ରହିଛି ପାରଦ । ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି । ତେବେ ଗତ 2 ଦିନ ପରେ ତାପମାତ୍ରା 2ରୁ3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଧୀରେଧୀରେ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରୋମା ମହାନ୍ତି କହିଛନ୍ତି । ଦିନ ତାପମାତ୍ରା 35 ଡିଗ୍ରୀ ଉପରେ ରହିବ ।
More Videos
More Videos
More Videos
More Videos
More Videos