Videos

Weather Report: ଏପ୍ରିଲ ମାସରେ ନାହିଁ ନିସ୍ତାର, ପାରା ଡେଇଁବ ୪୦ ଡିଗ୍ରୀ

ତାତିରୁ ନାହିଁ ନିସ୍ତାର। ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ଭଳି ରାଜ୍ୟରେ ତାତି ଜାରି ରହିବ। ତାପମାତ୍ରା ଆଜି ଆସନ୍ତାକାଲି ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି ତାହା ୪୦ ଡିଗ୍ରୀ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି। ଏପ୍ରିଲ ମାସ ପ୍ରଥମ ସପ୍ତାହରେ ବଡ଼ ବର୍ଷା କିମ୍ବା ବିଶେଷ ବର୍ଷା ହେବାର ସମ୍ଭାବନା ମଧ୍ୟ ନାହିଁ। ତାପମାତ୍ରା ଧୀରେ ଧୀରେ ଆହୁରି ବଢିବ। କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯିବାର ସମ୍ଭାବନା ମଧ୍ୟ ରହିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More