Videos

Weather Report: ଏବେଠୁ ଚିନ୍ତା ବଢାଇଲାଣି ଗରମ, ୩୮ ଡିଗ୍ରୀ ଟପିଲା ତାପମାତ୍ରା

Weather Report: ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ୩୮ ଡିଗ୍ରୀ ଟପିଲା ତାପମାତ୍ରା। ଆଜିବି ଭୀଷଣ ଗ୍ରୀଷ୍ମପ୍ରବାହ। ସତର୍କ ରହିବାକୁ ପରାମର୍ଶ। ତେବେ ଚଳିତ ବର୍ଷ ଖରା ତାତିକୁ ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା। ତାହା ଧିରେ ଧିରେ ସତ ହେବାରେ ଲାଗିଛି। ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ତାପମାତ୍ରା। ଏବେଠାରୁ ୩୮ ଡିଗ୍ରୀ ପାର କଲାଣି ପାରଦ। ତେଣୁ ଆଗକୁ ପରିସ୍ଥିତି କ’ଣ ହେବ ତାହା କଳ୍ପନା ବାହାରେ। ତେଣୁ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ।

Video Thumbnail
Share
Advertisement
Read More