Ratha Katha Reached: ରଥଖଳାରେ ପହଞ୍ଚିଲା ରଥ ଅଖ ପାଇଁ ଆବଶ୍ୟକ ୪୦ ଫୁଟିଆ କାଠ।୩୨ ଟି ୪୦ ଫୁଟିଆ କାଠ ଆଜି ଆସି ପହଞ୍ଚିଛି।ସେଥିରେ ୧୦ ଟି ଧଉରା ଓ ୩୨ ଟି ଅସନ କାଠ ରହିଛି ।ଅଖ ପାଇଁ ସମୁଦାୟ ୧୦୦ ଟି ୪୦ ଫୁଟିଆ କାଠ ଆବଶ୍ୟକ ରହିଛି ।ସେଥିରୁ ୩୮ ଟି ପହଞ୍ଚି ପାରିଥିଲା।ଅନ୍ୟ ଆବଶ୍ୟକ କାଠ ପହଞ୍ଚି ନଥିବାରୁ ମହାରଣା ମାନଙ୍କ ମଧ୍ୟରେ ରହିଥିଲା ଘୋର ଅସନ୍ତୋଷ।