Videos

Weather Report: ମାର୍ଚ୍ଚ ମାସରୁ ହିଁ ସ୍ଥିତି ଅସମ୍ଭାଳ, ବଢିବ ତାପମାତ୍ରା...ସତର୍କ କଲା ପାଣିପାଗ ବିଭାଗ

Odisha Weather: ମାର୍ଚ୍ଚ ମାସ ଆରମ୍ଭରୁ ଗରମର ପ୍ରଭାବ ଦେଖିବାକୁ ମିଳୁଛି । ସାଧାରଣତଃ ଏହି ଦିନଗୁଡ଼ିକରେ ହାଲୁକା ଶୀତ ଥାଏ, କିନ୍ତୁ ଋତୁ ପରିବର୍ତ୍ତନ ଯୋଗୁଁ ଶୀତ ଉଭାନ ହୋଇଯାଇଛି । ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଉଛି । ମାର୍ଚ୍ଚରୁ ମେ ମାସରେ ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସତର୍କତା ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ମାର୍ଚ୍ଚରୁ ହିଁ ସବୁ ଜଳି ଉଠିବ । ପାଣିପାଗ ବିଭାଗର ଆକଳ ଅନୁସାରେ, ଏଭଳି ସ୍ଥିତି ମାର୍ଚ୍ଚ ମାସରୁ ହିଁ ଆରମ୍ଭ ହୋଇପାରେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More