Videos

VK Pandian At Puri: ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ। ପ୍ରତି ଶନିବାର ପୁରୀ ଆସି ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରିଥାନ୍ତି। ହେଲେ ଦଳର କିମ୍ବା ସରକାରଙ୍କର ବିଶେଷ ଘୋଷଣା କି କୌଣସି କାର୍ଯ୍ୟ ପାଇଁ ମଧ୍ୟ ମହାପ୍ରଭୁଙ୍କ ଆଶିର୍ବାଦ ନେଇଥାନ୍ତି। ଏଣୁ ଆଜି 5tଙ୍କ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ ନିଶ୍ଚିତ ଭାବେ ଦଳ କିଛି ନୂଆ ଘୋଷଣା କରିପାରନ୍ତି। ଆଗାମୀ ନିର୍ବାଚନ ପାଇଁ ଦଳ ପ୍ରାୟ ଦୁଇଟି ପର୍ଯ୍ଯାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More