Videos

Viral Video: ଏ କି ବର୍ବରତା, ୬୦ ବର୍ଷର ବୃଦ୍ଧା ସମେତ ତାଙ୍କ ନାତିକୁ ରେଳବାଇ ପୋଲିସର ଅକଥନୀୟ ଅତ୍ୟାଚାର

ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଜିଆରପି ଷ୍ଟେସନ ଭିତରେ ଜଣେ ୬୦ ବର୍ଷୀୟ ଦଳିତ ମହିଳା ଓ ତାଙ୍କ ୧୫ ବର୍ଷୀୟ ନାତିଙ୍କୁ ପୋଲିସ ଅଧିକାରୀମାନେ ଆକ୍ରମଣ କରୁଥିବାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଧ୍ୟପ୍ରଦେଶ ସରକାର ଗୁରୁବାର ଜଣେ ଷ୍ଟେସନ ଇନଚାର୍ଜଙ୍କ ସମେତ ସରକାରୀ ରେଳବାଇ ପୋଲିସ (ଜିଆରପି)ର ୬ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ପ୍ରାୟ ଏକ ବର୍ଷ ପୁରୁଣା ଏହି ଭିଡିଓ କ୍ଲିପ୍ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଥିରେ କଟନି ଜିଆରପି ଷ୍ଟେସନ ପ୍ରଭାରୀ ଅରୁଣା ବାହନେ କୁସୁମ ବଂଶକର ନାମକ ଜଣେ ବୃଦ୍ଧ ଦଳିତ ମହିଳାଙ୍କୁ ଏକ ବଡ଼ ଠେଙ୍ଗାରେରେ ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More