୧୭ ତାରିଖରେ ଶ୍ରୀସେତୁ, ଶ୍ରୀ ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାକିଂ ଆଦି କାର୍ଯ୍ୟକ୍ଷମ ହୋଇଯାଉଥିବାରୁ ପରିକ୍ରମା ପ୍ରକଳ୍ପ ସହ ଲୋକାର୍ପଣ ପାଇଁ ଦ୍ବିତୀୟ ପର୍ଯ୍ଯାୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ। ଏଥିପାଇଁ ଅଧିକ ୨୦ ପ୍ଲାଟୁନ୍ ଅର୍ଥାତ ୬୪ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏପରିକି ଏହି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ପ୍ରଦାନ କରିବ ପୁଲିସ । ନିୟୋଜିତ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ଆଶିଷ ସିଂହ ଓ ଡିଆଇଜି କେ.ବିଶାଲ ସିଂହ ସୁରକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ସୁରକ୍ଷା ଦାୟିତ୍ଵରେ ଥିବା ସମସ୍ତ ଅଧିକାରୀ ନିଜ ନିଜ ସ୍ଥାନରେ ନିୟୋଜିତ ହୋଇଛନ୍ତି।
More Videos
More Videos
More Videos
More Videos
More Videos