Videos

Weather Report: ୯ ତାରିଖ ବେଳକୁ ଟକମକ୍ ହେଇ ଫୁଟିବ ଓଡ଼ିଶା, ୩୯ ଡିଗ୍ରୀ ଛୁଇଁବ ତାପମାତ୍ରା

Weather Report: ୯ ତାରିଖ ବେଳକୁ ଟକମକ୍ ହେଇ ଫୁଟିବ ଓଡ଼ିଶା, ୩୯ ଡିଗ୍ରୀ ଛୁଇଁବ ତାପମାତ୍ରା । ଦିନରେ ଖରା, ରାତିରେ ଶୀତ। ଦୁଇ ଦିନ ହେବ ରାଜ୍ୟରେ ଜାରି ରହିଛି ଏଭଳି ପାଗ। ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ଯୋଗୁ ରାତିରେ ଥଣ୍ଡା ପଡୁଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଅଞ୍ଚଳରେ ରାତିରେ ସର୍ବନିମ୍ନ ୮.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଦିନରେ ଏଠାରେ ୩୧.୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।

Video Thumbnail
Share
Advertisement
Read More