Videos

Weather Report: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା

Odisha Weather: ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ ରହିବା ସହ କୌଣସି ସିଷ୍ଟମର ସଙ୍କେତ ମିଳୁ ନାହିଁ। ୯ ତାରିଖ ବେଳକୁ ତାମିଲନାଡ଼ୁ ନିକଟସ୍ଥ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ କେରଳ ନିକଟସ୍ଥ ଦକ୍ଷିଣ-ପୂର୍ବ ଆରବସାଗର ପର୍ଯ୍ୟନ୍ତ ଏକ ବିସ୍ତିର୍ଣ୍ଣ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ଦୁଇ ଦିନରେ ଦକ୍ଷିଣ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ଆଡ଼କୁ ମୁହାଁଇ ୧୪ ତାରିଖରେ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ୧୬ କିମ୍ବା ୧୭ ତାରିଖ ବେଳକୁ ଏହି ସିଷ୍ଟମର ପବନ ଆସି ରାଜ୍ୟରେ କିଛି ବର୍ଷା କରାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

Video Thumbnail
Share
Advertisement
Read More