Koraput Bear Viral Video: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚମ୍ପିଆ ଶିବ ମନ୍ଦିରରୁ ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥରେ ମନ୍ଦିର ଭିତରେ ଭାଲୁ ମନ୍ଦିର ଘଣ୍ଟିକୁ ବଜାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ କିଛି ସ୍ଥାନୀୟ ଯୁବକ ଫୋନରେ ରେକର୍ଡ କରିଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି।
More Videos
More Videos
More Videos
More Videos
More Videos