Videos

Maa Samalei: ପରିକ୍ରମା ପ୍ରକଳ୍ପ ଅବସରେ ରିଲିଜ ହେଲା ମାଆ ସମଲେଇଙ୍କ ଏହି ସୁନ୍ଦର ଗୀତ, ଦେଖିଲେ ମନ ହୋଇଯିବ ଖୁସି

୨୭ ତାରିଖ ଅର୍ଥାତ ଆଜି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ମାଆ ସମଲେଇ ପୀଠର ନୂତନ ପ୍ରକଳ୍ପ। ଏନେଇ ଅତ୍ୟନ୍ତ ଖୁସି ଓଡ଼ିଶାବାସୀ। ଏହି ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ଏକ ସୁନ୍ଦର ସମ୍ବଲପୁରୀ ଗୀତ ରିଲିଜ ହୋଇଯାଇଛି.

Video Thumbnail
Share
Advertisement
Read More