Videos

Odia Jatra Viral Video: ନଗ୍ନତା ନୁହଁ! ଯାତ୍ରା ମେଲୋଡ଼ି ସମୟରେ ହେଲା ରାମାୟଣ ଉପରେ ଆଧାରିତ ନୃତ୍ୟ, ସମସ୍ତଙ୍କ ମନମୋହୁଛି ଏହି ଭିଡିଓ

Odia Jatra Viral Video: ରାଜ୍ୟରେ ଅନେକ ଦିନ ଧରି ଯାତ୍ରା ମେଲୋଡ଼ି ପରିବେଷଣ ସମୟରେ ନଗ୍ନ ଡ୍ୟାନ୍ସ ଦେଖିବାକୁ ମିଳୁଛି। ଏହାକୁ ନେଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ମଧ୍ୟ ହେଉଛି। କେବଳ ଏତିକି ନୁହଁ ଏହାକୁ ନେଇ ସାଧରଣରେ ଅନେକ କ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ତୁଳସୀ ଗଣନାଟ୍ୟର ଏପରି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ସମସ୍ତେ ତାରିଫ କରୁଛନ୍ତି। ଏହା କୌଣସି ନଗ୍ନ ନୃତ୍ୟ ନୁହେଁ ବରଂ ରାମାୟଣ ଉପରେ ଆଧାରିତ ନୃତ୍ୟ। ଲୋକମାନେ ଏହାକୁ ଏକ ପରିବର୍ତ୍ତନ ବୋଲି କହୁଛନ୍ତି। ଏଠାରେ ଦେଖନ୍ତୁ ଭାଇରାଲ୍ ହେଉଥିବା ରାମାୟଣ ଉପରେ ଆଧାରିତ ନୃତ୍ୟ।

Odia Jatra Viral Video: ରାଜ୍ୟରେ ଅନେକ ଦିନ ଧରି ଯାତ୍ରା ମେଲୋଡ଼ି ପରିବେଷଣ ସମୟରେ ନଗ୍ନ ଡ୍ୟାନ୍ସ ଦେଖିବାକୁ ମିଳୁଛି। ଏହାକୁ ନେଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ମଧ୍ୟ ହେଉଛି। କେବଳ ଏତିକି ନୁହଁ ଏହାକୁ ନେଇ ସାଧରଣରେ ଅନେକ କ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ତୁଳସୀ ଗଣନାଟ୍ୟର ଏପରି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ସମସ୍ତେ ତାରିଫ କରୁଛନ୍ତି। 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More