Odisha Crime: ପୁଅର ଠେଙ୍ଗା ମାଡରେ ନିରୀହ ବାପାର ମୃତ୍ୟୁ,ପୁଅ ଗିରଫ|ଗତକାଲି ରାତିରେ ପୁଅର ଠେଙ୍ଗା ମାଡରେ ନିରିହ ବାପା ର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ଏହି ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ଘେନୁପାଲି ଗ୍ରାମ ପଞ୍ଚାୟତର ବୁଦେଲଛିଣ୍ଡା ଗ୍ରାମରେ। ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସଦର ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ମୃତ ବାପାର ଶବକୁ ଜବତ କରିବା ସହିତ ପୁଅକୁ ଗିରଫ କରି ଘଟଣାର ଟିକି ନିଖି ତଦନ୍ତ କରୁଛନ୍ତି।
More Videos
More Videos
More Videos
More Videos
More Videos