Girl viral video: ଜଣେ ଝିଅ ଶୁଖିଲା ଗଛର ଡାଳ ଉପରେ ଚଢ଼ି ଏକ ଭିଡିଓ ତିଆରି କରିଛି। ଯାହା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଭାଇରାଲ୍ ହେଉଥିବା ଏହି ଭିଡିଓରେ ହଳଦିଆ ଶାଢ଼ି ପିନ୍ଧିଥିବା ଜଣେ ଝିଅ ଶୁଖିଲା ଗଛ ଚଢ଼ି ଡାଳରେ ବସିଥିବାର ଦେଖାଯାଉଛି। ଝିଅଟି ଗଛ ଡାଳରେ ବସି କହୁଛି, 'ମୁଁ ଗଛର ରାଣୀ ଏବଂ ମୋ କାହାଣୀ ଏତେ ଶୀଘ୍ର ଶେଷ ହେବ ନାହିଁ।' ମୁଁ ତୁମକୁ ଅନେକ ଚେତାବନୀ ଦେଇଛି...।"
More Videos
More Videos
More Videos
More Videos
More Videos