ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି। ଏହି ଭିଡିଓରେ ସ୍କୁଲ ଡ୍ରେସ ପିନ୍ଧିଥିବା ଜଣେ ଯୁବତୀଙ୍କୁ ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆରେ ଦାବି ହେଉଛି ଯେ ଏହି ଯୁବତୀ ଜଣକ ଜଣେ ମହିଳାଙ୍କ ଠାରୁ ତାଙ୍କ ସ୍କୁଟିକୁ ସାଇଡ କରିବା କହି ଚାବି ମାଗି ଆଣୁଛନ୍ତି। ଆଉ ପରବର୍ତ୍ତି ସମୟରେ ସ୍କୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଉଛନ୍ତି। ଏ ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହେଉଛି। ଦେଖନ୍ତୁ ଭିଡିଓ....
More Videos
More Videos
More Videos
More Videos
More Videos