Videos

Maa Samalei: କାହ୍ନାଙ୍କୁ ପାଇବାକୁ ମାଆ ସମଲେଇଙ୍କୁ ଚିଠି ଲେଖିଲେ ବର୍ଷା, ଦେଖନ୍ତୁ ଏହି ଭିଡିଓ..

Maa Samalei: ମାଆ ସମଲେଶ୍ୱରୀ(Maa SamaleSwari)ଙ୍କୁ ନିଜ ପ୍ରେମକୁ ପାଇବା ପାଇଁ ଗୁହାରୀ କଲେ ଭକ୍ତ ପ୍ରେମୀ। ମାଆଙ୍କ ହୁଣ୍ଡୀରୁ ଟଙ୍କା ବାହାର କରି ଗଣିଲା ବେଳେ ବାହାରିଲା ପ୍ରେମ ଚିଠି। ତାକୁ ଦେଖିବା ବେଳେ କେଉଁ ଭକ୍ତଙ୍କ ଗୁହାରୀ ଭାବି ସେଇଟା ମାଁ ସମଲେଶ୍ଵରୀ ଉଦ୍ଦେଶ୍ୟରେ ଗୁହାରୀ କରାଯାଇଥିବା ଏକ ପ୍ରେମ ପତ୍ର ବୋଲି ଜଣା ପଡିଥିଲା। ସମଲେଶ୍ଵରୀ ମନ୍ଦିର ହୁଣ୍ତିରୁ ବାହାରିଲ‍ା ପ୍ରେମ ପତ୍ର ।

Video Thumbnail
Share
Advertisement
Read More