Viral Video: ନିକଟରେ ପାକିସ୍ତାନୀ ଇନଫ୍ଲୟୁଏନ୍ସରଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି। ଭାଇରାଲ ହେଉଥିବା ଏହି ଭିଡିଓରେ ନୁମାନ ହାସନ ନାମକ ଜଏ ଯୁବକ ଗୃହପାଳିତ ବାଘ ପାଟିରେ ହାତ ରଖିଥିବାର ନଜର ଆସିଛନ୍ତି, ଯାହାକୁ ଅନେକ ଦର୍ଶକ ଏକ ବେପରୁଆ ଏବଂ ଦାୟିତ୍ୱହୀନ କାର୍ଯ୍ୟ ଭାବରେ ବିବେଚନା କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ ଭିଡିଓ....