Videos

Viral Video: ରୋଡ ରୋମିଓଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବତୀ, ଭାଇରାଲ ହେଲା ଭିଡିଓ

ଏବେ ସୋସିଆଲ ମିଡ଼ିଆରେ ଦିନକୁ ଦିନ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ବେଶ ଅଜବ ଧରଣର ଭିଡିଓ ଦେଖିବାକୁ ମିଳୁଛି। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। କୁହାଯାଉଛି ଏହି ଭାଇରାଲ ଭିଡିଓଟି ବେଙ୍ଗାଲୁରୁ ଅଞ୍ଚଳର। ଏହି ଭିଡିଓ ଜଣେ ଯୁବକଙ୍କୁ ଆଉ ଜଣେ ଯୁବତୀ ଜୋତାରେ ପିଟୁଥିବାର ଦେଖିବାକୁ ମିଳିଛି। ହେଲେ କାହିଁକି ପିଟୁଛନ୍ତି ସେନେଇ କୌଣସି ସ୍ପଷ୍ଟ କାରଣ ଏଥିରେ କୁହାଯାଇନାହିଁ। ତେବେ ଆପଣ ଦେଖନ୍ତୁ ଓ ନିଜର ମତାମତ ଦିଅନ୍ତୁ

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More