ଉତ୍ତର ପ୍ରଦେଶର ନୋଏଡା ସହରରେ ଜଣେ ସ୍କୁଟି ଆରୋହୀଙ୍କୁ ପଛପଟୁ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଯୁବତୀ ଜଣକ ସ୍କୁଟି ସହ ଫ୍ଲାଏଓଭରର ପିଲାର ଉପରେ ପଡ଼ିଯାଇଥିଲେ। ପିଲାର ଉପରେ ସ୍କୁଟି ଫସି ରହିଥିବାରୁ ଯୁବତୀଙ୍କ ଜୀବନ ବଞ୍ଚିଯାଇଥିଲେ ମଧ୍ୟ ସେ ଗୁରୁତର ଆହତ ହୋଇଛନ୍ତି। ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଠାରୀ ଅଞ୍ଚଳ ନିକଟ ସେକ୍ଟର ୩୧ ସମ୍ମୁଖ ଏଲିଭେଟେଡ୍ ରୋଡ୍ ରେ ଏହି ଅଘଟଣ ଘଟିଛି।
More Videos
More Videos
More Videos
More Videos
More Videos