Videos

Rani Panda: ଅଭିନେତ୍ରୀ ରାଣୀପଣ୍ଡାଙ୍କ ଘରକୁ ଆସି ତାଙ୍କୁ ହତ୍ୟା ଧମକ ଦେଲେ ଅଜଣା ଲୋକ

ଗତ କିଛିଦିନ ହେଲା ଯାତ୍ରା ଜଗତରେ କିଛିଟା ସମସ୍ୟା ଦେଖିବାକୁ ମିଳିଛି। ବାଙ୍ଗିରିପୋଷି ଘାଟିରେ ଧଉଳି ଗଣନାଟ୍ୟର ଟ୍ରକ ଓଲଟିପଡ଼ିବାରୁ ଏଥିରେ ୬ ଜଣ ଯାତ୍ରା ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ତେବେ ବାରିପଦା ମେଡିକାଲରେ ଚିକିତ୍ସାଧୀନ ଧଉଳି ଗଣନାଟ୍ୟର ଶ୍ରମିକଙ୍କୁ ଭେଟିଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଆଉ ଏହା ପରେ ଆରମ୍ଭ ହୋଇଥିଲା ଅସଲ କାରନାମା । ଏହାକୁ ଆକ୍ଷେପ କରି ଆଉ ଏକ ଯାତ୍ରା କଳାକାର ରାଣୀ ପଣ୍ଡାଙ୍କୁ ସାହାଯ୍ୟ କରିବାକୁ ନେଇ ଦେଖେଇ ହେଉଥିବା କଥା କହିଥିଲେ । ହେଲେ ଏହାକୁ କାଉଣ୍ଟର କରିଥିଲେ ରାଣୀ ପଣ୍ଡା । ମାତ୍ର ନିଜ ଇନଷ୍ଟା ପେଜରେ କିଛି ଘଣ୍ଟା ପୂର୍ବରୁ ଅପଲୋଡ ହୋଇଥିବା ଭିଡିଓ ରେ ତାଙ୍କ ଘରକୁ ଆସି ହତ୍ୟା କରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More