Shocking Video: କେନ୍ଦୁଝରରେ ହାତୀ ଆକ୍ରମଣରେ ମହିଳା ମୃତ। ତେଲକୋଇ ରେଞ୍ଜ ଉଦୟପୁର ଗାଁର ଗୁରୁତର ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀ ମୃତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର ହେବା ରାସ୍ତାରେ ମୃତ ସୂଚନା। ମୃତକ ତେଲକୋଇ ରେଞ୍ଜ ଉଦୟପୁର ଗାଁର ଲାବଣ୍ୟ ପଲେଇ। ଆଜି ସକାଳେ ଲାବଣ୍ୟ ଓ ତାଙ୍କ ସ୍ଵାମୀ ଯଦୁ ପଲେଇ ଗାଁର କାଜୁ ଜଙ୍ଗଲକୁ କାଜୁ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

More Videos
More Videos
More Videos
More Videos
More Videos