Crime News: ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନିଆଳିଝରଣ ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଲୋମହର୍ଷଣକାରୀ ହତ୍ଯା କାଣ୍ଡ ଘଟିଛି। ମୃତା ମହିଳା ମୋହନ ହେମ୍ବ୍ରମଙ୍କ ପତ୍ନୀ ସାଲକେ ହେମ୍ବ୍ରମ।

More Videos
More Videos
More Videos
More Videos
More Videos