Videos

Shocking Video: ରାମଲୀଳା ଚାଲୁଥିବା ସମୟରେ ନଡିଆ ଗଛରୁ ପଡି଼ ଚାଲିଗଲା ମହିଳାଙ୍କ ଜୀବନ, ଦେଖନ୍ତୁ ଏହି ଭିଡିଓ...

Shocking Video: ରାମଲୀଳା ଚାଲୁଥିବା ସମୟର ଦୃଶ୍ୟ। ନଡିଆ ଗଛ ପଡି ମହିଳା ଙ୍କ ମୃତ୍ୟୁ। ମୃତ ମହିଳା ଜଣଙ୍କ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ସମାଗୋଳ ଗ୍ରାମର କୁନି ଦାସ, ବୟସ ୩୨ବୋଲି ଜଣାପଡିଛି।କୁଜଙ୍ଗ ଥାନା ବଳରାମ ପୁର ଗ୍ରାମରେ ରାମଲୀଳା ଚାଲୁଥିବା ସମୟରେ ହନୁମାନ ଚରିତ୍ର ଭୂମିକା ରେ ଅଭିନୟ କରିବା ପାଇଁ ନଡ଼ିଆ ଗଛରେ ରଶି ବାନ୍ଧି ଟ୍ରାକଟର ରେ ଟାଣି ଧରିଥିବା ସମୟରେ ନଡ଼ିଆ ଗଛ ଭାଙ୍ଗି ପଡିଥିଲା। ଫଳରେ ଗଛପଡି ସମାଗୋଳ ଗ୍ରାମର କୁନି ଦାସ ଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ଅବସ୍ଥାରେ କଟକ କୁ ସ୍ଥାନାନ୍ତର କରାଯାଇଛି। ତେବେ ରାମଲୀଳା ନାଟକ ରେ ସୁରକ୍ଷା ପ୍ରତି ଧ୍ୟାନ ଦିଆ ଯାଇ ନଥିବା ରୁ ଏଭଳି ଘଟଣା ଘଟିଛି ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More