Videos

Python Video: ଭିଡିଓ ପାଇଁ ଅଜଗରକୁ ଧରି ମଜାକ୍ କରୁଥିଲେ ଯୁବକ, ଆଉ ତା' ପରେ...ଦେଖନ୍ତୁ ଏହି ଭିଡିଓ...

 Python Video: ସୋସିଆଲ ମିଡିଆରେ ଅଜଗର ସହ ଏକ ଯୁବକଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପାଇଥନ୍ ସହିତ କିପରି ମଜାକ କରୁଛନ୍ତି ଏବଂ ତାକୁ ନିଜ ହାତରେ ଧରୁଛନ୍ତି। ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ.....

Video Thumbnail
Share
Advertisement
Read More