Arindam Roy: ଓଲିଉଡରେ ଏବେ କିଛି ଠିକ୍ ଠାକ୍ ଚାଲିନି ବୋଲି କହିଲେ ଚଳେ। କାରଣ ଫିଲ୍ମକୁ ନେଇ ତ କେତେବେଳେ ଷ୍ଟାରକାଷ୍ଟ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। ତେବେ ସୋସିଆଲ ମିଡିଆ ଇନଫ୍ଲୁଏନସର ତପି ମିଶ୍ରଙ୍କ ଲାଇଭ୍ ରେ ମୁହଁ ଖୋଲିଛନ୍ତି ଷ୍ଟାର ଆକ୍ଟର ଅରିନ୍ଦମ ରାୟ। ତପି ମିଶ୍ର ତାଙ୍କୁ ଓଲିଉଡକୁ କିଏ ଅଣଦେଖା କରିବା ସହ କିଏ ଖରାପ କରିଛି ବୋଲି ପଚାରିଥିଲେ। ତେବେ ଏହାରି ଉତ୍ତରରେ ଯାହା କହିଥିଲେ ଅରିନ୍ଦମ ଆପଣ ବି ଶୁଣିଲେ ଚକିତ ହେବେ...
More Videos
More Videos
More Videos
More Videos
More Videos