Videos

Video: ଅଭିନେତା ବବି ମିଶ୍ର ଗାଇଲେ ଏପରି ଗୀତ, ଛୋଟ ପିଲା କ'ଣ କହିଲେ ଦେଖନ୍ତୁ...

Viral Video: ଓଲିଉଡ ଅଭିନେତା ବବି ମିଶ୍ର ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ଆଲବମ ହେଉ କି ସିନେମା ସବୁଠି ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବବି । କେବଳ ଅଭିନୟ ନୁହେଁ ଖୁବ ଭଲ ଗୀତ ମଧ୍ୟ ଗାଆନ୍ତି ବବି । ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଯେଉଁଥିରେ ବବି ଗୀତ ଗାଇଥିବା ଦେଖିବାକୁ ମିଳେ । ନିକଟରେ ଛୋଟ ପିଲାଙ୍କ ଗହଣରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବବି ଗାଇଥିଲେ ଏହି ଭକ୍ତିଭରା ଭଜନଟି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More