Actor Govinda: ବଲିଉଡ ଅଭିନେତା ଗୋବିନ୍ଦା ଗୋଡରେ ଗୁଳି ବାଜିବା କାରଣରୁ ଆହତ ହୋଇଥିଲେ। ତାଙ୍କୁ ମୁମ୍ବାଇର କ୍ରିଟିକାଲ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଗୋବିନ୍ଦା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରିବା ପରେ ସେ ପ୍ରଥମେ ହାତଛୋଡି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯଦି ଦେଖିବା ତେବେ କିଛିଦିନ ତଳେ ତାଙ୍କ ଗୋଡରେ ଗୁଳି ବାଜିବା ଦ୍ୱାରା ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଅନେକ ତାରକା ହସ୍ପିଟାଲକୁ ଯାଇଥିଲେ । ଏହି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
More Videos
More Videos
More Videos
More Videos
More Videos