Sabyasachi Belly Video: ଆଜି ଓଲିଉଡ କଳାକାର ସବ୍ୟସାଚୀ ମିଶ୍ରଙ୍କ ଜନ୍ମଦିନ। ୩୯ ବର୍ଷରେ ପାଦ ଥାପିଛନ୍ତି ଏହି ଓଡ଼ିଆ ସୁପରଷ୍ଟାର। ସବୁଠାରୁ ବଡ଼ କଥା ହେଲା ନିଜର ଆଗାମୀ ଫିଲ୍ମ ରାଣ୍ଡି ପୁଅ ଅନନ୍ତା ପାଇଁ ଖୁବ ଜୋରସୋରରେ ସୁଟିଂ କାମରେ ଲାଗିଛନ୍ତି ଅଭିନେତା। ଅଭିନେତା ସବ୍ୟସାଚୀ ଖୁବଶୀଘ୍ର ରାଣ୍ଡି ପୁଅ ଅନନ୍ତା ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଯାହା ପାଇଁ ସେ ଦୀର୍ଘ ୭ ମାସ ଧରି ନିଜର ଓଜନକୁ ନେଇ ଅନେକ କଷ୍ଟ କରିଥିବା କହିଛନ୍ତି। ହେଲେ କିଛି ଫ୍ୟାନ୍ସ ତାଙ୍କ ପ୍ରଥମ ପୋଷ୍ଟରର ଫଟୋକୁ ନେଇ କିଛି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଆଜି ରଖିଛନ୍ତି ସବ୍ୟ । ଫିଲ୍ମରେ ଦେଖିବାକୁ ଥିବା ତାଙ୍କ ପେଟ ଏଡ଼ିଟିଂ ବୋଲି କିଛି ଜଣ କହିଥିଲେ । ଯାହାର ଉତ୍ତର ଭିଡିଓ ମାଧ୍ୟମରେ ରଖିଛନ୍ତି ସବ୍ୟସାଚୀ।
More Videos
More Videos
More Videos
More Videos
More Videos