Videos

Video: ପୂଜା ଚାନ୍ଦା ମାଗିବାରୁ ଏମିତି ଜବାବ ଦେଲେ ଅଭିନେତା ଶ୍ରୀତମ ଦାସ, ଭିଡିଓ ଭାଇରାଲ୍

Video: ନିଜ ଦମଦାର ଅଭିନୟ ପାଇଁ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଶ୍ରୀତମ ଦାସ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରହୁଛନ୍ତି । ବିଭିନ୍ନ ସମୟରେ ରିଲସ୍ ପ୍ରସ୍ତୁତ କରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ଉଦ୍ୟମ ଚଲାଇଛନ୍ତି ଶ୍ରୀତମ । ନିକଟରେ ଗଣେଶ ପୂଜା ସରିଥିବା ସମୟରେ ଗଣେଶ ପୂଜା ଚାନ୍ଦାକୁ ନେଇ ଏହି ରିଲସ୍ ପ୍ରସ୍ତୁତ କରିଥିଲେ ଶ୍ରୀତମ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More