Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ଅସୀମା ପତି ନିଜ ଜେଜେମାଙ୍କ ସହ ଘର ଭିତରେ ମଜା କରୁଛନ୍ତି । ଅସୀମା ଏକ କ୍ରାକ୍ ଜିନ୍ସ ପିନ୍ଧି ଜେଜେମାଙ୍କ ସମ୍ମୁଖରେ ଥିବା ସମୟରେ ଜେଜେମା ତାହା ନ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି ।
More Videos
More Videos
More Videos
More Videos
More Videos