Videos

Bidusmita Viral Video: 'ସୁଭଦ୍ରା ଯୋଜନା' ଗୀତରେ ଅଭିନେତ୍ରୀ ବିଦୁସ୍ମିତାଙ୍କ ଦମଦାର୍ ଡାନ୍ସ ,ଦେଖନ୍ତୁ ଏହି ଭିଡିଓ


Bidusmita Viral Video: ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ଏକାଧିକ ଫିଲ୍ମ ଓ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳେ। ସେ ମଧ୍ୟ ଜଣେ ଆଗଧାଢିର ବିଜେପି ନେତ୍ରୀ। ତାଙ୍କର ଆଇଟମ୍ ଡାନ୍ସ ଲୋକଙ୍କୁ ଦିଓ୍ବାନା କରେ। ତେବେ, ଏହାରି ଭିତରେ ବିଦୁସ୍ମିତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ, ଦେଖନ୍ତୁ ଏହି ସୁନ୍ଦର ଭିଡିଓଟିକୁ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More