Chhandita Padhi Viral Dance Video: ଅଭିନେତ୍ରୀ ତଥା ମଡେଲ ଛନ୍ଦିତା ପାଢ଼ୀ ଅଭିନୟ ଜଗତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କହିରଖୁଛୁ ଯେ ଏହି ସିରିୟଲ ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଓ ସମୟ ସମୟରେ ନିଜର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ୍ ମଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଜଙ୍ଗଲରେ ପ୍ରଥମ ଦେଖାରେ...ଗୀତରେ ସୁନ୍ଦର ଭାବରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
More Videos
More Videos
More Videos
More Videos
More Videos