Video: ଅଭିନେତ୍ରୀ କୁକିଜ ସ୍ୱାଇଁଙ୍କ ନୃତ୍ୟ ଅନେକଙ୍କୁ ଖୁବ ପସନ୍ଦ । ନିଜର ନିଆରା ଅନ୍ଦାଜ ଠୁମକାରେ କୁକିଜ ସଭିଙ୍କୁ ମତୁଆଲା କରିବାରେ ବେଶ୍ ମାହିର୍ । ଅନେକ ମ୍ୟୁଜିକ୍ ଭିଡିଓରେ କୁକିଜଙ୍କୁ ଦେଖିବାକୁ ମିଳିଛି । ତେବେ ନିକଟରେ ଦର୍ଶକଙ୍କ ସାମ୍ନାରେ ଯାତ୍ରା ମଞ୍ଚରେ ଲାଇଭ୍ ପ୍ରଫମାନ୍ସ କରିଥିଲେ କୁକିଜ୍ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos