Videos

Video: ସୁଟିଂ ସେଟରେ ଚାଲିଛି ଏମିତି... ଭାଇରାଲ୍ ହେଲା କୁକିଜ୍ ସ୍ୱାଇଁଙ୍କ ସହ ଜୟଦେବଙ୍କ ଭିଡିଓ

Video: ନୂଆ ମ୍ୟୁଜିକ୍ ଭିଡିଓ 'ପୁନେଇଁ ଜହ୍ନ'ର ସୁଟିଂ ସେଟ୍ ରୁ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଏବଂ ଜୟଦେବ ରାଉଳଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ଖୁବ ସୁନ୍ଦର ନିର୍ଦ୍ଦେଶନା ଦେଉଥିବା ଦେଖିବାକୁ ମିଳିଛି । ଗୀତଟି ରିଲିଜ୍ ହେବା ପରେ ନିଶ୍ଚିତ ଲୋକପ୍ରିୟତା ହାସଲ କରିବ ବୋଲି ପୂରା ଟିମ୍ ଆଶା ରଖିଛି ।

Video Thumbnail
Share
Advertisement
Read More