Videos

Video: ପ୍ରଥମ ସାବିତ୍ରୀ ପାଳିଲେ ଅଭିନେତ୍ରୀ କୁକିଜ୍ ଓ ଜୟଦେବ, ଭିଡିଓ ଭାଇରାଲ୍

Viral Video: ଲୋକପ୍ରିୟ ଯୋଡି କୁକିଜ୍ ସ୍ୱାଇଁ ଏବଂ ଜୟଦେବ ରାଉଳ ବିବାହ ପରେ ପ୍ରଥମ ସାବିତ୍ରୀ ପାଳନ କରିଛନ୍ତି । ଏହାର ଏକ ଭିଡିଓ କୁକିଜ୍ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ପ୍ରଶଂସକମାନେ ଲାଇକ୍ ଏବଂ କମେଣ୍ଟ ସକରାତ୍ମକ ବାର୍ତ୍ତା ଲେଖି ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ଯେ, ଉଭୟ କୁକିଜ୍ ଏବଂ ଜୟଦେବ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ । ନିଜ ପ୍ରଶଂସକଙ୍କ ସହ ନିଜର ପ୍ରତିଟି ସ୍ମରଣୀୟ ମୁହୂର୍ତ୍ତ ସେୟାର କରିଥାନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More