Videos

Viral Video: ଟ୍ରାଡିସନାଲ୍ ଲୁକରେ ନଜର ଆସିଲେ ଅଭିନେତ୍ରୀ ଜୟା, ଦେଖନ୍ତୁ ଏହି ଭିଡିଓ

Actress Jaya Biswas Viral Video: ଓଲିଉଡରେ ଅନେକ ବହୁମୁଖୀ ପ୍ରତିଭା ସଂପନ୍ନ ଅଭିନତ୍ରୀଙ୍କ ଜୟା ବିଶ୍ୱାସ ଅନ୍ୟତମ। କହିରଖୁଛୁ ଯେ ଅଭିନେତ୍ରୀ ଜୟା ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି ଏବଂ ସମୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ ନିଜ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଟ୍ରାଡିସନାଲ୍ ଲୁକରେ ନଜର ଆସିଛନ୍ତି।

Video Thumbnail
Share
Advertisement
Read More