Videos

Video: ଉତ୍ତମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଲେସଲି ତ୍ରିପାଠୀ

Viral Video: ଆଜି ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ହୋଇଛି । ତେଣୁ ଶୋକାକୂଳ ହୋଇଉଠିଛି ଓଡ଼ିଆ ସିନେଜଗତ । ଅନେକ ବିଶିଷ୍ଟ କଳାକାରମାନେ ଉତ୍ତମଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ମୁମ୍ୱାଇରୁ ଅଭିନେତ୍ରୀ ଲେସଲି ତ୍ରିପାଠୀ ମଧ୍ୟ ଉତ୍ତମ ମହାନ୍ତିଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ଲେସଲି

Video Thumbnail
Share
Advertisement
Read More