Videos

Video: ଅଭିନେତ୍ରୀ ଲିପିଙ୍କ ଶାଢୀ କାନିକୁ ଧରିନେଲେ ସୁଜିତ୍, ଆଉ ତାପରେ...

Viral Video: ନୃତ୍ୟ, ଅଭିନୟ, ଉପସ୍ଥାପନା ସବୁ କ୍ଷେତ୍ରରେ ଓଡ଼ିଆ ଦର୍ଶକଙ୍କର ପ୍ରିୟ ହୋଇପାରିଥିବା ଲିପି ମହାପାତ୍ର ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଲିପିଙ୍କ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି ସୋସିଆଲ ମିଡିଆରେ । ଭିଡିଓରେ ଦେଖିବାକୁ ମିଳିଛି ଅଭିନେତା ସୁଜିତ ପାଇକରାୟଙ୍କ ସହ ଲିପି ନୃତ୍ୟ କରି ରିଲ୍ସ ସୁଟ୍ କରିଛନ୍ତି । ଲିପି ଏହି ଭିଡିଓଟିକୁ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରି ସୁଜିତଙ୍କୁ ଟ୍ୟାଗ୍ କରିଛନ୍ତି । ଅନେକ ପ୍ରଶଂସକ ଏହାକୁ ଲାଇକ୍ କରିବା ସହ କମେଣ୍ଟ ବକ୍ସରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More