Neha Nageswari Viral Video: ଓଡ଼ିଆ ସିରିଏଲ ଅଭିନେତ୍ରୀ ନେହା ନାଗେଶ୍ୱରୀ ଖୁବ୍ କମ ବୟସରୁ ଅଭିନୟ ଦୁନିଆରେ ସଫଳତାର ପାହାଚ ଚଢ଼ିଛନ୍ତି। ତାଙ୍କର ଅଭିନୟକୁ ଲୋକ ଖୁବ୍ ପ୍ରଶଂସା କରିଥାନ୍ତି। କହି ରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି ଏବଂ ସମୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ସେ ସମ୍ୱଲପୁରୀ ଗୀତରେ ସୁନ୍ଦର ଭାବେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
More Videos
More Videos
More Videos
More Videos
More Videos