Videos

Prakruti Mishra Song: ବାପାଙ୍କ ହାତଲେଖା ଗୀତ ଗାଇଲେ ପ୍ରକୃତି ମିଶ୍ର, ଫ୍ୟାନ୍ସ କହିଲେ Proud Of You

ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାକୁ ଆଧାର କରି ଏକ ସୁନ୍ଦର ଭଜନ ଗାଇଛନ୍ତି ପ୍ରକୃତି ମିଶ୍ର । ଏହି ଭିଡିଓ ଟି ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଛନ୍ତି। ଏହି ଭଜନ ଟି ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବାପା ତଥା ଗାୟକ ମନ୍ମଥ ମିଶ୍ର ଲେଖିଛନ୍ତି ବୋଲି ଅଭିନେତ୍ରୀ ନିଜ କ୍ୟାପସନରେ ମେନସନ କରିଛନ୍ତି। ତେବେ ଏହି ଭଜନ ଗାଇ ନିଜକୁ ଧନ୍ୟ ମନେ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More