Rani Panda Video: ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ କିଏ ବା ନଜାଣେ। ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ କାର୍ଯ୍ୟରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ତେବେ ଦୀର୍ଘଦିନ ଧରି ସେ ଷ୍ଟେଜରୁ ଦୂରେଇ ରହିଛନ୍ତି । କାରଣ ଆଗାମୀ କିଛି ଓଡ଼ିଆ ଫିଲ୍ମରେ ନଜର ଆସିପାରନ୍ତି ରାଣୀ ପଣ୍ଡା । ଅଭିନେତ୍ରୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏମିତିକି ଷ୍ଟୁଡିଓ ଡବିଂ ମଧ୍ୟ ରାଣୀ ପଣ୍ଡା ନିଜ ଷ୍ଟାଟସରେ ସେୟାର କରିଥିଲେ। ତେବେ କିଛି ଦିନ ତଳେ ଏକ ଷ୍ଟେଜ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ସମ୍ବଲପୁରୀ ଗୀତରେ ଜୋରଦାର ଠୁମକା ଲଗାଇଛନ୍ତି।
More Videos
More Videos
More Videos
More Videos
More Videos