Videos

Riya Dey: କାହାର ନିର୍ବନ୍ଧରେ ଯାଇ ସ୍ୱାମୀଙ୍କ ସହ ଠୁମକା ଲଗାଇଲେ ରିୟା ଦେ

Riya Dey: ସ୍ୱାମୀଙ୍କ ସହ ଠୁମକା ଲଗାଇଲେ ରିୟା ଦେ। କିଛିଦିନ ତଳେ ରିଲିଜ ହୋଇଥିବା ପ୍ରିତମ ପ୍ୟାରେ ର ହିଲେ ହିଲେ ସଙ୍ଗ ଏବେ ବେଶ୍ ଟ୍ରେଣ୍ଡରେ ରହିଛି । ତେବେ ଏଥିରେ ଜଲୱା ଦେଖାଇଛନ୍ତି ରାଜା ରାଜେଶଙ୍କ ସହ ହଟ୍ ହିରୋଇନ୍ ରିୟା ଦେ। ରିୟା ଦେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟିରେ ଆଇଟମ ଗୀତକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ କୁହାଯାଉଛି ଯେ, ନିଜ ଉଉଣୀଙ୍କ ନିର୍ବନ୍ଧ ପାର୍ଟିରେ ଯୋଗଦେଲା ବେଳେ ନିଜ ସ୍ୱାମୀଙ୍କ ସହ ଜବରଦସ୍ତ ଠୁମକା ଲଗାଇଛନ୍ତି। ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More