Varsha Priyadarshini Viral Video: ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ପରେ ନିକଟରେ ଅନୁଭବ ମହାନ୍ତି ନିଜ ବାନ୍ଧବି ଜାଗ୍ରତିଙ୍କୁ ପୁଣିଥରେ ବିବାହ କରିଛନ୍ତି। ଅତୀତରେ ବର୍ଷା-ଅନୁଭବଙ୍କ ଯୋଡ଼ି ସୁପରହିଟ୍ ଥିଲା। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ଅଭିନେତ୍ରୀ ବର୍ଷା ଏକ ପୁରୁଣା ଗୀତରେ ଝୁମୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-
More Videos
More Videos
More Videos
More Videos
More Videos